ନବରଙ୍ଗପୁର ଜିଲ୍ଲା କେବଳ ସଡକ ପଥ ମାଧ୍ୟମ ରେ ସଂଯୁକ୍ତ.

ସଡକ ପଥରେ ଦୂରତା

ଭୁବନେଶ୍ୱର ଠାରୁ – 580 କିମି
ବିଶାଖାପାଟଣା ଠାରୁ – 280 କିମି
ରାୟପୁର ଠାରୁ – 320 କିମି

ନିକଟତମ ରେଳ ଷ୍ଟେସନ

ଜୟପୁର – 40 କିମି
କୋରାପୁଟ – 66 କିମି
କେସିଙ୍ଗା – 170 କିମି

ନିକଟତମ ବିମାନବନ୍ଦର

ଭୁବନେଶ୍ୱର – 580 କିମି
ବିଶାଖାପାଟଣା – 280 କିମି
ରାୟପୁର – 320 କିମି