• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
ବର୍ଗ : ଐତିହାସିକ, ପ୍ରାକୃତିକ, Others

ପୋଡ଼ାଗଡ଼ ସ୍ଥାନ ପ୍ରାଚୀନ ନଳ ରାଜବଂଶର ରାଜଧାନୀ ରୂପେ ବ୍ୟବହାର ହୋଇ ଆସୁଥିଲା. ଏକ ସୁଦୀର୍ଘ ପର୍ବତମାଳା ମଧ୍ୟରେ ଅବସ୍ଥିତ ଏହି ଅଂଚଳ ରେ ପ୍ରାଚୀନ ନଳ କୀର୍ତ୍ତିରାଜି ଦେଖିବାକୁ ମିଳେ. ବ୍ୟବହୃତ ସାମଗ୍ରୀ, ଗୁମ୍ଫା, ଭଗ୍ନ ଦୁର୍ଗ ଓ ପ୍ରସ୍ତର ଲେଖାରୁ ଜଣ ପଡେ ଯେ ଏହି ଅଂଚଳରେ ମୋଗଲ ମାନଙ୍କ ପ୍ରବେଶ ପୂର୍ବରୁ ନଳ, ଭକଟକ ଓ ଅନ୍ୟାନ୍ୟ ଶାସକ ରାଜୁତି କରୁଥିଲେ. ସେମାନଙ୍କ ପରେ ବୌଦ୍ଧ ଧର୍ମାବଲମ୍ବୀ ମାନେ ଏହି ଅଂଚଳରେ ବହୁ ବର୍ଷ ଧରି ରହି ଆସୁଥିଲେ

ବିମାନ ମାର୍ଗରେ
ନିକଟତମ ବିମାନବନ୍ଦର - ବିଶାଖାପାଟଣା (280 କିମି) ନିକଟତମ ବିମାନବନ୍ଦର - ରାୟପୁର (320 କିମି)

ସଡ଼କ ପଥରେ
ନବରଙ୍ଗପୁର ମହକୁମାଠାରୁ (ମେଦନା ଦେଇ) 66 କିମି ନବରଙ୍ଗପୁର ମହକୁମାଠାରୁ (ଉମରକୋଟ ଦେଇ) 94 କିମି

ରେଳଗାଡ଼ିରେ
ନିକଟତମ ରେଳଷ୍ଟେସନ - ଜୟପୁର (40 କିମି) ନିକଟତମ ରେଳଷ୍ଟେସନ - କେସିଙ୍ଗା (160 କିମି)